Online Data Analyst - Odia (IN)
TELUS DigitalRemote
This one is closed
Live roles like this one
- 5d ago
See every "Online Data Analyst" role →
Get new “Online Data Analyst” roles by email
One email a day with what is new in "Online Data Analyst". Nothing new, no email.
We confirm the address first, and every mail carries an unsubscribe link.
Or follow the daily Telegram channel for the best new remote roles every morning.
Job description
ଆପଣ କଣ ଗବେଷଣା ପ୍ରତି ଆଗ୍ରହୀ ଏବଂ ଜାତୀୟ ଓ ସ୍ଥାନୀୟ ଭୂଗୋଳ ବିଷୟରେ ଭଲ ଧାରଣା ରଖୁଥିବା ଜଣେ ସୂକ୍ଷ୍ମଦର୍ଶୀ ବ୍ୟକ୍ତି? ଏହି ଫ୍ରିଲାନ୍ସ ଅବସର ଆପଣଙ୍କୁ ନିଜ ଗତିରେ ଏବଂ ଘରରୁ କାମ କରିବା ସୁଯୋଗ ଦେଉଛି।
ଏକ ଅନଲାଇନ୍ ଡାଟା ବିଶ୍ଳେଷକଙ୍କର ଜୀବନରେ ଏକ ଦିନ:
ଏହି ଭୂମିକାରେ ଆପଣ ଏକ ପ୍ରକଳ୍ପ ଉପରେ କାମ କରିବେ ଯାହା ବିଶ୍ୱବ୍ୟାପୀ ଲୋକମାନେ ବ୍ୟବହାର କରୁଥିବା ଡିଜିଟାଲ୍ ମାନଚିତ୍ରଗୁଡ଼ିକର ବିଷୟବସ୍ତୁ ଓ ଗୁଣଉନ୍ନତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଥିବ।
ୱେବ୍ ଆଧାରିତ ପରିବେଶରେ ଗବେଷଣା ଓ ମୂଲ୍ୟାୟନ କରିବା, ଯଥା ତଥ୍ୟ ସତ୍ୟାପନ, ତୁଳନା, ଏବଂ ତଥ୍ୟର ସଠିକତା ଓ ସମ୍ପ୍ରସଙ୍ଗିକତା ନିର୍ଣ୍ଣୟ କରିବା।
ଆଜି ଆମ ସହିତ ଯୋଗ ଦିଅନ୍ତୁ ଏବଂ ବିଶ୍ୱରେ ପରିବର୍ତ୍ତନ ଆଣୁଥିବା ଏକ ଗତିଶୀଳ ଓ ନବପ୍ରଯୁକ୍ତିମୂଳକ ଦଳର ଅଂଶ ହୁଅନ୍ତୁ!
TELUS Digital AI Community
ଆମର ବିଶ୍ୱସ୍ତରୀୟ AI ସମ୍ପ୍ରଦାୟ ହେଉଛି ବିଭିନ୍ନ ପୃଷ୍ଠଭୂମିର ଦଶ ଲକ୍ଷରୁ ଅଧିକ ଅବଦାନକାରୀଙ୍କର ଏକ ସ୍ପନ୍ଦନଶୀଳ ନେଟୱାର୍କ, ଯେଉଁମାନେ ଗ୍ରାହକମାନଙ୍କୁ ଉନ୍ନତ AI ମଡେଲ ନିର୍ମାଣ କରିବା ପାଇଁ ବିଷୟବସ୍ତୁ ସଂଗ୍ରହ, ବୃଦ୍ଧି, ତାଲିମ, ଅନୁବାଦ ଏବଂ ସ୍ଥାନୀୟକରଣ କରିବାରେ ସାହାଯ୍ୟ କରନ୍ତି। ଆମର ବର୍ଦ୍ଧିତ ସମ୍ପ୍ରଦାୟର ଅଂଶ ହୁଅନ୍ତୁ ଏବଂ ବିଶ୍ୱର କିଛି ବୃହତ ବ୍ରାଣ୍ଡ ଦ୍ୱାରା ବ୍ୟବହୃତ ଅଭିନବ AI ପ୍ରଯୁକ୍ତିବିଦ୍ୟାର ବିକାଶରେ ଯୋଗଦାନ ଦିଅନ୍ତୁ।
Qualification path
ଯୋଗ୍ୟତା:
ଏହି ଭୂମିକା ପାଇଁ ଆବେଦନ କରିବାକୁ ପୂର୍ବ ଅନୁଭବର ଆବଶ୍ୟକତା ନାହିଁ, କିନ୍ତୁ ଏହି ପ୍ରକଳ୍ପ ଉପରେ କାମ କରିବାକୁ ମୌଳିକ ଆବଶ୍ୟକତା ପୂରଣ କରିବା ଏବଂ ଏକ ମାନକ ମୂଲ୍ୟାଙ୍କନ ପ୍ରକ୍ରିୟା ମାଧ୍ୟମରେ ଯିବା ଆବଶ୍ୟକ। ଏହା ଏକ ଅଂଶକାଳୀନ ଦୀର୍ଘ ଅବଧି ଯୁକ୍ତ ପ୍ରକଳ୍ପ ଓ ଆପଣଙ୍କ କାମ ଏହି ଚୁକ୍ତିର ସମୟସୀମାରେ ଗୁଣମାନ ନିୟନ୍ତ୍ରଣ ପରୀକ୍ଷାର ଅଧୀନରେ ରହିବ।
ମୌଳିକ ଆବଶ୍ୟକତା:
ଓଡ଼ିଆ ଭାଷାରେ ପାଠନ ଓ ଲେଖନରେ ପରଙ୍ଗମତା ଏବଂ ଇଂରାଜୀ ଭାଷାରେ ମୌଳିକ ପାରଙ୍ଗମତା
ଗତ 5 ବର୍ଷ ଧରି ଭାରତରେ ରହୁଥିବା ଏବଂ ଭାରତୀୟ ବ୍ୟବସାୟ, ଗଣମାଧ୍ୟମ, କ୍ରୀଡା, ସମାଚାର, ସାମାଜିକ ଗଣମାଧ୍ୟମ ଏବଂ ସାଂସ୍କୃତିକ ବିଷୟବସ୍ତୁ ବିଷୟରେ ଜ୍ଞାନୀ ବ୍ୟକ୍ତି
ନିର୍ଦ୍ଦେଶନାମାନଙ୍କୁ ଅନୁସରଣ କରିବା ଓ ସର୍ଚ ଇଞ୍ଜିନ, ମାନଚିତ୍ର, ୱେବସାଇଟ ଆଧାରିତ ସୂଚନା ବ୍ୟବହାର କରି ଅନଲାଇନ୍ ଗବେଷଣା କରିବା
ମାନଚିତ୍ର, ସମ୍ବାଦ, ଧ୍ୱନି ସମ୍ବନ୍ଧୀୟ କାମ, ରିଲେଭାନ୍ସ ଭଳି ଭିନ୍ନ-ଭିନ୍ନ ଧରଣର କାମ ସହ କାର୍ଯ୍ୟ କରିବାର କ୍ଷମତା
ଦୈନିକ broadband ଇଣ୍ଟରନେଟ୍ ସଂଯୋଗ, କମ୍ପ୍ୟୁଟର ଓ ଆବଶ୍ୟକ ସଫ୍ଟୱେର ର ପହଞ୍ଚ
ମୂଲ୍ୟାଙ୍କନ:
କାର୍ଯ୍ୟକ୍ରମରେ ଚୟନ ପାଇଁ ଆପଣ ଏକ ଖୋଲା ପୁସ୍ତକ ପରୀକ୍ଷା ଦେବେ ଯାହା ଆପଣଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବ। ଏହା ସହିତ ପରିଚୟ ପରୀକ୍ଷା ମଧ୍ୟ କରିବେ। ଆମ ଦଳ ଆପଣଙ୍କୁ ଯୋଗ୍ୟତା ପରୀକ୍ଷା ପୂର୍ବରୁ ନିର୍ଦ୍ଦେଶ ଓ ଶିକ୍ଷାନୈତିକ ସାମଗ୍ରୀ ଯୋଗାଇ ଦେବ। ଆପଣ ଏହି ପରୀକ୍ଷା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କିନ୍ତୁ ଆପଣଙ୍କ ସୁବିଧା ଅନୁଯାୟୀ ଦେବେ।
Apply Here:
ସ୍ୱାଧୀନ ଠିକାଦାର ସମ୍ପର୍କ
ଏହି ସୁଯୋଗ ଏକ ସ୍ୱାଧୀନ ଠିକାଦାର ଆଧାରରେ ପ୍ରଦାନ କରାଯାଇଛି। ପ୍ରୋଜେକ୍ଟ ଉପଲବ୍ଧତା ଏବଂ ଗୁଣବତ୍ତା ଆବଶ୍ୟକତା ଉପରେ ନିର୍ଭର କରି, ଅବଦାନକାରୀମାନେ କେବେ ଏବଂ କେତେ କାମ କରିବେ ତାହା ବାଛିବାର ନମନୀୟତା ଅଛି। ଏହି ସୁଯୋଗ TELUS Digital ସହିତ ନିଯୁକ୍ତି ସମ୍ପର୍କ ସୃଷ୍ଟି କରିବା ଭାବରେ ନୁହେଁ ଏବଂ ଏହାକୁ ବୁଝାଯିବା ଉଚିତ୍ ନୁହେଁ।
Originally posted on Himalayas
Apply for this role Opens himalayas.app — the link as listed; we have not yet verified it is the employer's own page
Your turn · no account needed
Help the next applicant
You may know something about this listing that we cannot see from here. One tap. No account needed. Signed-in reports earn points once the evidence agrees with you.
I know what it pays
Sign in with Google to earn points for reports.
Where this listing came from
- 26 Aug 2026Himalayas first sighting
Seen on 1 board over 0 days.